ଆଖିର ଡୋଳା କିପରି ହୋଇଥାଏ ନୀଳ? କାରଣ ଦର୍ଶାଇଲେ ବୈଜ୍ଞାନିକ

Blue Eyes: ଆଜିକାଲିର ସମୟରେ ଫ୍ୟାସନରେ ଅନେକ ପରିବର୍ତ୍ତନ ଆସିଛି। ଲୋକମାନେ ତାଙ୍କ କେଶର ରଙ୍ଗ ପରିବର୍ତ୍ତନ କରିବା ସହ ନିଜ ଆଖିର ରଙ୍ଗ ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେମାନେ ବିଭିନ୍ନ ପ୍ରକାରର ଲେନ୍ସର ବ୍ୟବହାର କରିଥାନ୍ତି। ହେଲେ ପ୍ରକୃତରେ ମଧ୍ୟ ବିଭିନ୍ନ ପ୍ରକାର ରଙ୍ଗର ଆଖି ଆମକୁ ଦେଖିବାକୁ ମିଳେ। ଏ ଦୁନିଆରେ ନୀଳ ଆଖିଥିବା ଲୋକମାନେ ଯେତେ କମ୍ ଅଛନ୍ତି, ତାହାଠୁ ଅଧିକ ତାଙ୍କ ବିଷୟରେ ଚର୍ଚ୍ଚା ହୋଇଥାଏ । … Continue reading ଆଖିର ଡୋଳା କିପରି ହୋଇଥାଏ ନୀଳ? କାରଣ ଦର୍ଶାଇଲେ ବୈଜ୍ଞାନିକ