ପିଓକେରେ ରକ୍ତପାତ: ପାକିସ୍ତାନ ବିରୋଧରେ ବିଦ୍ରୋହର ନିଆଁ || Bloodshed in PoK: The fire of rebellion against Pakistan

ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ (Pakistan Occupied Kashmir) ଏବଂ ଇଂଲଣ୍ଡର ରାଜପଥରୁ ଗୋଟିଏ ବଡ଼ ଖବର ସାମ୍ନାକୁ ଆସୁଛି। ପାକିସ୍ତାନର ଅତ୍ୟାଚାର, ସେନାବାହିନୀର ନିରୀହ ଲୋକଙ୍କ ଉପରେ ଗୁଳିଚାଳନା ଏବଂ ସେଠାକାର ସ୍ଥାନୀୟ ସମ୍ବିଧାନର ସୁରକ୍ଷା ପାଇଁ ହଜାର ହଜାର ସଂଖ୍ୟାରେ ପିଓକେ ବାସିନ୍ଦା ରାଜପଥକୁ ଓହ୍ଲାଇଛନ୍ତି। ଇଂଲଣ୍ଡରେ ଥିବା ପାକିସ୍ତାନୀ ହାଇ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଏହି ବିଶାଳ ପ୍ରଦର୍ଶନ ପାକିସ୍ତାନ ସରକାର ଏବଂ ତା’ର ଗୁପ୍ତଚର ସଂସ୍ଥା ISI … Continue reading ପିଓକେରେ ରକ୍ତପାତ: ପାକିସ୍ତାନ ବିରୋଧରେ ବିଦ୍ରୋହର ନିଆଁ || Bloodshed in PoK: The fire of rebellion against Pakistan