ପିଲା ଚୋର ଭାବି ଅଫିସରଙ୍କୁ କୁଟି ପକାଇଲେ ।। BLO Officer
ଜଳେଶ୍ୱର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ସରକାରୀ କାମରେ ଗାଁକୁ ସର୍ଭେ ପାଇଁ ଯାଇଥିବା ଜଣେ BLO (ବୁଥ୍ ଲେଭେଲ୍ ଅଫିସର) ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ପଶ୍ଚିମବଙ୍ଗରୁ ଆସିଥିବା ଏହି BLO ଅଧିକାରୀ ଜଳେଶ୍ୱର ଅଞ୍ଚଳର ରାଜନଗରପାଟଣା ଗାଁକୁ ସର୍ଭେ କାମରେ ଯାଇଥିଲେ । କିନ୍ତୁ ଗାଁଲୋକେ ତାଙ୍କୁ ପିଲା ଚୋର ସନ୍ଦେହରେ ଅଟକାଇ ରଖିଥିଲେ। ସୂଚନା ଅନୁସାରେ BLO ଅଧିକାରୀ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରୁଥିବାବେଳେ କିଛି … Continue reading ପିଲା ଚୋର ଭାବି ଅଫିସରଙ୍କୁ କୁଟି ପକାଇଲେ ।। BLO Officer
Copy and paste this URL into your WordPress site to embed
Copy and paste this code into your site to embed