କଳାହାଣ୍ଡିରେ ବାପଲିମାଳିରେ ବିସ୍ଫୋରଣ ଅଭିଯାନକୁ ବିରୋଧ

Baphimali Mines: ଉତ୍କଳ ଆଲୁମିନାକୁ ଲିଜରେ ଦିଆଯାଇଥିବା ବାପଲିମାଲି ଖଣି ବ୍ଲକଉଭୟ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବିସ୍ତାରିତ ହୋଇଥିବାବେଳେ ଏଥିରେ ୧୯୫.୭୩ ନିୟୁତ ଟନ୍ ବକ୍ସାଇଟ୍ ଜମା ରହିଛି। ପ୍ରତିରୋଧ ପରେ କମ୍ପାନୀ ପକ୍ଷରୁ ବ୍ଲାଷ୍ଟିଂ କାର୍ଯ୍ୟ ବନ୍ଦ କରାଯିବା ସହ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କ ସହ ମିଶି ସମାଧାନର ବାଟ ବାହାର କରୁଛି। ଉତ୍କଳ ଆଲୁମିନା ବାଫଲିମାଳି ଖଣିର କଳାହାଣ୍ଡି ପାର୍ଶ୍ୱରେ ବିସ୍ଫୋରଣ କାର୍ଯ୍ୟ ଆରମ୍ଭ କରିବା ପରେ ପର୍ଯ୍ୟାପ୍ତ ଥଇଥାନ ଓ … Continue reading କଳାହାଣ୍ଡିରେ ବାପଲିମାଳିରେ ବିସ୍ଫୋରଣ ଅଭିଯାନକୁ ବିରୋଧ