Blackmailing: BJD leaders waiting for a deal. ।। ବ୍ଲାକମେଲିଂ: ସିଧା କହୁନାହାନ୍ତି ବିଜେଡି ନେତା; ଏଥର ଡିଲକୁ ଅପେକ୍ଷା

ବିଜୁ ଜନତା ଦଳର ନେତାମାନେ ଏବେ ଆଉ ସିଧାସଳଖ କିଛି କହୁନାହାନ୍ତି। ସିଧାସଳଖ କହି ବରିଷ୍ଠନେତା ଯେମିତି ଦୁର୍ଦ୍ଦଶା ଭୋଗୁଛନ୍ତି ତାହାକୁ ଦୂରେଇବା ଲାଗି ଡିଲ୍‍କୁ ଅପେକ୍ଷା କରୁଛନ୍ତି। ଆଉ ଡିଲ୍‍ ପାଇଁ ବ୍ଲାକ୍‍ମେଲିଂ ବି କରୁଛନ୍ତି। ଏହାର କାରଣ ହେଉଛି ଯେଉଁ ନେତାଙ୍କ ବାବଦରେ ଏହି ନେତାମାନେ ଅଭିଯୋଗ ଆଣୁଛନ୍ତି ସେମାନଙ୍କ ବିରୋଧରେ ତାଙ୍କ ପାଖରେ କୌଣସି ଶକ୍ତ ପ୍ରମାଣ ନାହିଁ। ଏଣୁ କେବଳ ବଦ୍‍ନାମ କରି ନିଜର ଫାଇଦା ଗୋଟାଇବାକୁ ଚେଷ୍ଟା କରୁଛନ୍ତି। ଏମିତି … Continue reading Blackmailing: BJD leaders waiting for a deal. ।। ବ୍ଲାକମେଲିଂ: ସିଧା କହୁନାହାନ୍ତି ବିଜେଡି ନେତା; ଏଥର ଡିଲକୁ ଅପେକ୍ଷା