କଳାଜାଇ କହିବ ଆପଣଙ୍କ ବ୍ୟକ୍ତିତ୍ୱ , ଜାଣନ୍ତୁ ଏହା ବିଷୟରେ

ପିଲାଦିନରୁ ପ୍ରତ୍ୟେକ ମଣିଷର ଶରୀରରେ ଜନ୍ମ ଚିହ୍ନ ବା କଳାଜାଇ ଥାଏ । କିଛି କଳାଜାଇ ପିଲାଦିନରୁ ଶରୀରରେ ରହିଥିବାବେଳେ ଆଉ କିଛି ପରେ ସୃଷ୍ଟି ହୋଇଥାଏ । ଅଧିକାଂଶ ସମୟରେ ଲୋକମାନେ କୃତ୍ରିମ ଭାବରେ ଓଠରେ କଳାଜାଇ ତିଆରି କରିଥାନ୍ତି । ନିଜ ସୁନ୍ଦରତା ବଢାଇବା ପାଇଁ ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ସେମାନେ ଏପରି କରିଥାନ୍ତି । ତେବେ କିଛି ଲୋକଙ୍କ ପାଖରେ ଏହା ପ୍ରାକୃତିକ ହୋଇଥାଏ । କଳାଜାଇ କେବଳ ଏକ ବ୍ୟୁଟି … Continue reading କଳାଜାଇ କହିବ ଆପଣଙ୍କ ବ୍ୟକ୍ତିତ୍ୱ , ଜାଣନ୍ତୁ ଏହା ବିଷୟରେ