ବ୍ଲାକ୍ ୱାରେଣ୍ଟ ରିଆଲିଟି ଚେକ୍ କ’ଣ?

ଭାରତରେ ଲଗାତାର ଦିତୀୟ ବର୍ଷ ପାଇଁ କୌଣସି ଫାଶୀ ଦଣ୍ଡାଦେଶକୁ ସୁପ୍ରିମ୍ କୋର୍ଟ ଅନୁମୋଦନ କରିନାହାନ୍ତି। ଭାରତରେ ଶେଷ ଥର ପାଇଁ ୨୦୨୦ରେ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା। ବିଭିନ୍ନ ମହଲରୁ ବାରମ୍ବାର ଦାବି ସତ୍ତ୍ୱେ ଭାରତ ଫାଶୀ ଦଣ୍ଡାଦେଶକୁ ଆନୁଷ୍ଠାନିକ ଭାବେ ଉଚ୍ଛେଦ କରିନଥିଲେ ମଧ୍ୟ ଦୋଷୀମାନଙ୍କୁ ଫାଶୀ ଦଣ୍ଡାଦେଶ ପଠାଇବା କ୍ଷେତ୍ରରେ ସୁପ୍ରିମ୍ କୋର୍ଟ ଅତ୍ୟନ୍ତ ସଂଯମତା ଅବଲମ୍ବନ କରୁଥିବା ଜଣାପଡିଛି। ନ୍ୟାସନାଲ ଲ ୟୁନିଭର୍ସିଟି ଦିଲ୍ଲୀର ପ୍ରୋଜେକ୍ଟ ୩୯ଏର ରିପୋର୍ଟ ଅନୁଯାୟୀ … Continue reading ବ୍ଲାକ୍ ୱାରେଣ୍ଟ ରିଆଲିଟି ଚେକ୍ କ’ଣ?