ସଂସଦରେ ଉଠିଲା ବ୍ଲାକ ରୋଜ ଘଟଣା; ସାଂସଦ କହିଲେ କଂଗ୍ରେସ ସରକାର ଜାଣିପାରିଲେ ନାହିଁ

Black Rose: ୨୩,୮୪୭ ମେଟ୍ରିକ୍ ଟନ୍ ଲୁହାପଥର ଓ ୯୨୦ ମେଟ୍ରିକ୍ ଟନ୍ ଫାର୍ନେସ୍ ତେଲ ବୋଝେଇ ମଙ୍ଗୋଲିଆ ଜାହାଜ ‘ଏମ୍ଭି ବ୍ଲାକ୍ ରୋଜ୍’ ଓଡ଼ିଶାର ପାରାଦୀପ ଉପକୂଳଠାରୁ ୫ କିଲୋମିଟର ଦୂରରେ ଚୀନ୍ ଅଭିମୁଖେ ଯାତ୍ରା କରୁଥିବାବେଳେ ରହସ୍ୟମୟ ପରିସ୍ଥିତିରେ ବୁଡ଼ି ଯାଇଥିଲା। ସୋମବାର ସଂସଦରେ ଓଡ଼ିଶାର ବ୍ଲାକ୍‍ ରୋଜ ଜାହାଜ ଦୁର୍ଘଟଣା ପ୍ରସଙ୍ଗ ଉଠିଛି। ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ  ଏ ପ୍ରସଙ୍ଗ ଉଠାଇ  କଂଗ୍ରେସ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। ସେ ସମୟରେ … Continue reading ସଂସଦରେ ଉଠିଲା ବ୍ଲାକ ରୋଜ ଘଟଣା; ସାଂସଦ କହିଲେ କଂଗ୍ରେସ ସରକାର ଜାଣିପାରିଲେ ନାହିଁ