ବିଜେପିର ‘ୱେଟ୍ ଆଣ୍ଡ ୱାଚ୍’ ରଣନୀତି || BJP’s ‘wait and watch’ strategy

ଓଡ଼ିଶାର ରାଜନୀତିକ ପାଣିପାଗ ପୁଣିଥରେ ଗରମ। ରାଜ୍ୟସଭା ନିର୍ବାଚନ ଯେତେ ନିକଟକୁ ଆସୁଛି, ସେତେ ଦଳୀୟ ଗଣିତ, ରଣନୀତି ଓ ମନୋବୃତ୍ତିର ଖେଳ ସ୍ପଷ୍ଟ ହେଉଛି। ଏହି ପରିପ୍ରେକ୍ଷିତରେ ବିଜେପି ସଂସଦୀୟ ବୋର୍ଡ ଓଡ଼ିଶାରୁ ଦୁଇଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି—ରାଜ୍ୟସଭାପତି ମନମୋହନ ସାମଲ ଓ ଅବସର ନେଉଥିବା ସାଂସଦ ସୁଜିତ କୁମାର। କିନ୍ତୁ ତୃତୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା ନ ହେବାରୁ ରାଜନୀତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା, ଅନୁମାନ ଓ ଆକଳନ। କେହି କୁହୁଛନ୍ତି … Continue reading ବିଜେପିର ‘ୱେଟ୍ ଆଣ୍ଡ ୱାଚ୍’ ରଣନୀତି || BJP’s ‘wait and watch’ strategy