BJP’s sustainability is BJD’s responsibility II ବିଜେପିର ସ୍ଥାୟିତ୍ୱ ବିଜେଡିର ଦାୟିତ୍ୱ

ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳରେ ସବୁକିଛି ଠିକ୍‍ ଚାଲୁ ନାହିଁ। କେତେବଳେ କେଉଁ ଗୋଷ୍ଠୀ ବାହାରି କ’ଣ କହୁଛନ୍ତି ତାହାର ଠିକ୍‍ ଠିକଣା ନାହିଁ। ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ ସେବା କରୁ କରୁ ନବୀନଙ୍କ ରାଜନୀତିକ ଉତ୍ତରାଧିକାରୀ ହେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ତାଙ୍କ ପତ୍ନୀ ଦଳର ସଭାପତି ହେବେ ବୋଲି ଚର୍ଚ୍ଚା ହେଲାଣି। ଏଭଳି ପରିସ୍ଥିତିରେ ଆପଣମାନେ ଭାବୁଥିବେ ରାଜ୍ୟ ଇତିହାସରେ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକର ଭାଗ୍ୟ ଭଳି ବିଜେଡି ଭାଗ୍ୟରେ ଏବେ … Continue reading BJP’s sustainability is BJD’s responsibility II ବିଜେପିର ସ୍ଥାୟିତ୍ୱ ବିଜେଡିର ଦାୟିତ୍ୱ