ବିଜେପିର ସବୁଜ ସଂକେତ-ସୁଜାତା ଆସୁଛନ୍ତି || BJP’s green signal-Sujata is coming

ଓଡ଼ିଶା ରାଜନୀତିର ମାନଚିତ୍ରରେ ଏକ ଭୂକମ୍ପ ଆସିବାକୁ ଯାଉଛି । ଏମିତି ଏକ ଖବର ଯାହା ଶଙ୍ଖ ଭବନଠାରୁ ଆରମ୍ଭ କରି ପଦ୍ମ ଶିବିର ପର୍ଯ୍ୟନ୍ତ ସବୁଠି ହଇଚଇ ସୃଷ୍ଟି କରିଛି । ଦୀର୍ଘ ଦୁଇ ବର୍ଷର ନୀରବତା, ଅନେକ ଅଙ୍କକଷା ଏବଂ ପରଦା ପଛର ରହସ୍ୟମୟ ବୁଝାମଣା ପରେ ଏବେ ଓଡ଼ିଶା ରାଜନୀତିକୁ ଆସୁଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ । ହଁ, ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଓଡ଼ିଆ ପରିବାରର ଝିଅ ତଥା ତାମିଲ … Continue reading ବିଜେପିର ସବୁଜ ସଂକେତ-ସୁଜାତା ଆସୁଛନ୍ତି || BJP’s green signal-Sujata is coming