BJP’s first year of rule in Odisha: The best, the bad, the ugly ।। ଓଡ଼ିଶାରେ ବିଜେପିର ପ୍ରଥମ ବର୍ଷର ଶାସନ: ସର୍ବୋତ୍ତମ, ଭଲ, ଖରାପ ଏବଂ କୁତ୍ସିତ ଦିଗ

ରାଜ୍ୟରେ ବିଜେପି ସରକାରକୁ ଆଜି ଦୁଇବର୍ଷ ଦୁଇ ଦିନ। କିନ୍ତୁ ଗତ ଏକ ବର୍ଷର କାମକୁ ନେଇ କିଛି ଗଣମାଧ୍ୟମ ସରକାରଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଥିବାବେଳେ କିଛି ନିନ୍ଦା କରିବାରେ ଲାଗିଛନ୍ତି। କିନ୍ତୁ ବାସ୍ତବ ଚିତ୍ର କେହି କହିବାକୁ କିମ୍ବା ଲେଖିବାକୁ ରାଜି ନୁହଁନ୍ତି। ଗତ ଏକ ବର୍ଷ ମଧ୍ୟରେ ବିଜେପି ସରକାର କିଛି ଭଳ କାମ କରିଥିବାବେଳେ କିଛି ଖରାପ କାମ କରିଛି। ଏପରିକି କିଛି କୁତ୍ସିତ କାମ ମଧ୍ୟ କରିଛି। ଆଜି ଆମେ ସରକାରଙ୍କ … Continue reading BJP’s first year of rule in Odisha: The best, the bad, the ugly ।। ଓଡ଼ିଶାରେ ବିଜେପିର ପ୍ରଥମ ବର୍ଷର ଶାସନ: ସର୍ବୋତ୍ତମ, ଭଲ, ଖରାପ ଏବଂ କୁତ୍ସିତ ଦିଗ