ପଶ୍ଚିମବଙ୍ଗ ନିର୍ବାଚନ ଏବେ ଏମିତି ଏକ ମୋଡ଼ରେ ପହଞ୍ଚିଛି ଯେଉଁଠି ପ୍ରତିଟି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଗ୍ରାଉଣ୍ଡ ଜିରୋର ରିପୋର୍ଟ କହୁଛି ଯେ, ବଙ୍ଗଳାର ମିଜାଜ୍ ବଦଳୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିରେ ଜନସମୁଦ୍ର ଏବଂ ସାଇଲେଣ୍ଟ ଭୋଟରଙ୍କ ସଙ୍କେତ କହୁଛି କି ଏଥର କିଛି ଐତିହାସିକ ଘଟିବାକୁ ଯାଉଛି। କିନ୍ତୁ ଏହି ପରିବର୍ତ୍ତନର ସବୁଠାରୁ ବଡ଼ ଅସ୍ତ୍ର ସାଜିଛି ବିଜେପିର ନୂଆ ମାନିଫେଷ୍ଟୋ। ଆସନ୍ତୁ ଜାଣିବା କିପରି ବିଜେପିର ଏହି … Continue reading ବଙ୍ଗଳାରେ ବିଜେପିର ସବୁଠାରୁ ବଡ଼ ଚାଲ୍ : ପଲଟିଯିବ କି’ ମମତାଙ୍କ ଗାଦି? || BJP’s biggest trick in Bengal: Will Mamata’s throne be overturned?
Copy and paste this URL into your WordPress site to embed
Copy and paste this code into your site to embed