ମମତା ବାନାର୍ଜୀଙ୍କ ଦଳକୁ ଭାଙ୍ଗିବା ପାଇଁ ବିଜେପିର ବଡ଼ ରଣନୀତି, ଦୁଇ ଆଡ଼ୁ ଫସିଲେ ଦିଦି || BJP’s big strategy to break Mamata Banerjee’s party, Didi gets stuck on both sides

ପଶ୍ଚିମବଙ୍ଗ ରାଜନୀତିରେ ଏବେ ଏକ ବଡ଼ ଧରଣର ଭୂକମ୍ପ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିବା ଏବଂ ଦଳ ଉପରୁ ମମତାଙ୍କ ନିୟନ୍ତ୍ରଣ ହଟାଇବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ଏକ ବିଶାଳ ରଣନୈତିକ ଚାଲ୍ ପ୍ରସ୍ତୁତ କରାଯାଇଛି। ଟିଏମସି ଛାଡ଼ିଥିବା ପ୍ରମୁଖ ନେତା ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ ପ୍ରକାଶ ଚିକ ବାଢ଼ାଇକ୍ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ … Continue reading ମମତା ବାନାର୍ଜୀଙ୍କ ଦଳକୁ ଭାଙ୍ଗିବା ପାଇଁ ବିଜେପିର ବଡ଼ ରଣନୀତି, ଦୁଇ ଆଡ଼ୁ ଫସିଲେ ଦିଦି || BJP’s big strategy to break Mamata Banerjee’s party, Didi gets stuck on both sides