ବିଜେଡି ରାସ୍ତାରେ ବିଜେପି; ଆରମ୍ଭ ହେବ ‘ଆମ ଶାସନ’

ବିଜେଡି ଶାସନକାଳରେ ଯେପରି ଆମ ଓଡ଼ିଶା, ନବୀନ ଓଡ଼ିଶା ବ୍ୟବସ୍ଥା ପ୍ରବର୍ତ୍ତନ ହୋଇଥିଲା, ସେହି ରାସ୍ତାକୁ ବିଜେପି ସରକାର ଗ୍ରହଣ କରିବାକୁ ଯାଉଛି। କେବଳ ଗ୍ରହଣ କରୁନାହିଁ, ଏହା କିପରି ପ୍ରଭାବଶାଳୀ ଢଙ୍ଗରେ କାମ କରିବ ସେଥିପାଇଁ ରାଜ୍ୟର ଶାସନକଳ ତତ୍ପର ହୋଇଉଠିଛି। କାରଣ ରାଜ୍ୟର ଶାସନକଳ ଏବେବି ବିଜେଡି ପ୍ରତି ଆନୁଗତ୍ୟତାକୁ ଭୁଲି ପାରୁନାହିଁ, ଯାହାଫଳରେ ବିଜେପିର ମନ୍ତ୍ରୀମାନଙ୍କୁ ଭୂଆଁ ବୁଲାଇ ପୁରୁଣା ବ୍ୟବସ୍ଥା ଜାରି ରଖିବାକୁ ପ୍ରୟାସ ଜାରି ରଖିଛନ୍ତି। ଏପରି ଅନେକ ଦୃଷ୍ଟାନ୍ତ … Continue reading ବିଜେଡି ରାସ୍ତାରେ ବିଜେପି; ଆରମ୍ଭ ହେବ ‘ଆମ ଶାସନ’