କ’ଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଫିସରେ ଆମ୍ବେଦକର-ଭଗତ ସିଂହଙ୍କ ଫଟୋ ରହିବା ଅନିବାର୍ଯ୍ୟ?
BJP vs AAP on Delhi CM office: ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ତଥା ଆପ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ କ୍ଷମତାକୁ ଆସିବା ପରେ ବିଜେପି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବାବା ସାହେବ ଡ. ଭୀମରାଓ ଆମ୍ବେଦକର ଏବଂ ସର୍ଦ୍ଦାର ଭଗତ ସିଂହଙ୍କ ଫଟୋ ମୁଖ୍ୟମନ୍ତ୍ରୀ ଅଫିସରୁ ହଟାଇ ଦେଇଛନ୍ତି। ଏହାପରେ ବିଜେପି ସିଏମ ହାଉସର ଫଟୋ ଜାରି କରି ପ୍ରତିକ୍ରିୟା ରଖିଛି। ଜାଣନ୍ତୁ ମୁଖ୍ୟମନ୍ତ୍ରୀ ଭବନରେ ରାଷ୍ଟ୍ରପତି, … Continue reading କ’ଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଫିସରେ ଆମ୍ବେଦକର-ଭଗତ ସିଂହଙ୍କ ଫଟୋ ରହିବା ଅନିବାର୍ଯ୍ୟ?
Copy and paste this URL into your WordPress site to embed
Copy and paste this code into your site to embed