ନିତିନଙ୍କ ସତର୍କତା ପରେ ବିଜେପିକୁ ସର୍ଭେ ଝଟ୍କା || BJP suffers a shock in the polls after Nitin’s warning
ତିନିମାସ ତଳେ ବିଜେପିର ନବନିଯୁକ୍ତ ରାଷ୍ଟ୍ରୀୟ ସଭାପତିଙ୍କ ସତର୍କବାଣୀ ପରେ ଇଣ୍ଡିଆ ଟୁଡେ-ସି-ଭୋଟର ମୁଡ୍ ଅଫ୍ ଦି ନେସନ ସର୍ଭେରେ ଓଡ଼ିଶା ରାଜନୀତିକୁ ନେଇ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ୨୦୨୪ ସାଧାରଣ ନିର୍ବାଚନରେ ଯେଉଁ ବିଜେପି ଓଡ଼ିଶାର ୨୧ଟି ଲୋକସଭା ଆସନରୁ ଏକତରଫା ଭାବେ ୨୦ଟି ଆସନ ଜିତି ଐତିହାସିକ ରେକର୍ଡ କରିଥିଲା, ଠିକ୍ ୨୬ମାସ ପରେ ଆସିଥିବା ଏକ ଜାତୀୟ ସର୍ଭେ ସେହି ଦଳର ନିଦ ହଜାଇ ଦେଇଛି। ଇଣ୍ଡିଆ … Continue reading ନିତିନଙ୍କ ସତର୍କତା ପରେ ବିଜେପିକୁ ସର୍ଭେ ଝଟ୍କା || BJP suffers a shock in the polls after Nitin’s warning
Copy and paste this URL into your WordPress site to embed
Copy and paste this code into your site to embed