ପାଣ୍ଡିଆନଙ୍କ ୫ଟି ସୁରକ୍ଷାରେ ବିଜେପି || BJP secures Pandian’s 5T security

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ‘୫ଟି ସ୍କୁଲ’ ଯୋଜନା ଆଲୋଚନାର କେନ୍ଦ୍ରବିନ୍ଦୁରେ ରହିଛି। ଏହାକେବଳ ଏକ ପରିବର୍ତ୍ତନ ଯୋଜନା ନୁହେଁ, ବରଂ ପୂର୍ବତନ ବିଜେଡି ସରକାରର ‘ଫ୍ଲାଗଶିପ୍’ ପ୍ରକଳ୍ପ। ଆଶ୍ଚର୍ଯ୍ୟ, ଏହି ପ୍ରକଳ୍ପକୁ ଯାହାକି ବିଜେପି ବିରୋଧୀ ଦଳରେ ଥିବାବେଳେ ମୁଖର ଭାବରେ ବିରୋଧ କରୁଥିଲା; ସେହି ପ୍ରକଳ୍ପକୁ ଏବେ ନିଜେ ଚାଲୁ ରଖିବା ସହ ନୂଆ କାମ ମଧ୍ୟ ଆରମ୍ଭ କରାଯାଉଛି। ଏହା କାହିଁକି? କୌଣସି ନୂତନ ତଥ୍ୟ ଆସିଛି, କିମ୍ବା ରାଜନୀତି ମୂଳ କାରଣ? ସବୁଠୁ … Continue reading ପାଣ୍ଡିଆନଙ୍କ ୫ଟି ସୁରକ୍ଷାରେ ବିଜେପି || BJP secures Pandian’s 5T security