ଓ୍ଵାକଫ୍ ସଂଶୋଧନ ବିଲ୍ ଭୋଟିଂବେଳେ ଅନୁପସ୍ଥିତ ଥିଲେ ଅପରାଜିତା ଓ ଜୁଏଲ୍ ଓରାମ

ଏବେ ଅଡ଼ୁଆରେ ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଲୋକସଭାରେ ୱାକଫ୍‍ (ସଂଶୋଧନ) ବିଲ୍ ୨୦୨୪ ଉପରେ ଭୋଟିଂବେଳେ ଅନୁପସ୍ଥିତ ଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଓ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସଂସଦର ନିମ୍ନ ସଦନରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ ପାଇଁ ହୋଇଥିବା ଭୋଟିଂ ସମୟରେ ଅନୁପସ୍ଥିତ ଥିବାରୁ ଓଡ଼ିଶାର ଉଭୟ ଲୋକସଭା ସଦସ୍ୟଙ୍କୁ ନୋଟିସ୍ … Continue reading ଓ୍ଵାକଫ୍ ସଂଶୋଧନ ବିଲ୍ ଭୋଟିଂବେଳେ ଅନୁପସ୍ଥିତ ଥିଲେ ଅପରାଜିତା ଓ ଜୁଏଲ୍ ଓରାମ