ବିଗ୍ ବସ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଜେପି ସାଂସଦଙ୍କ ଦାବି

Bigg Boss: ଉଜ୍ଜୈନର ବିଜେପି ସାଂସଦ ଅନିଲ ଫିରୋଜିଆ କହିଛନ୍ତି ଯେ ଏହି ରିଆଲିଟି ସୋ’ ସମାଜରେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରୁଛି ଏବଂ ପ୍ରତିଯୋଗୀଙ୍କ ବ୍ୟକ୍ତିଗତ ଜୀବନର ‘ମନ୍ଦ ବିବରଣୀ’ ସାର୍ବଜନୀନ କରୁଛି। ବିଗ୍ ବସ୍ ଭଳି ରିଆଲିଟି ସୋ’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ଉଜ୍ଜୈନର ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଅନୀଲ ଫିରୋଜିଆ। ସେ କହିଛନ୍ତି ଯେ ସମାଜରେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରୁଥିବା ଏଭଳି ସୋ’ ଭାରତୀୟ ପରିବାର ପାଇଁ ଚିନ୍ତାର … Continue reading ବିଗ୍ ବସ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଜେପି ସାଂସଦଙ୍କ ଦାବି