ନବ ଦାସ ହତ୍ୟା ମାମଲାର ତଦନ୍ତକୁ ନେଇ ଆଇଜି ଅରୁଣ ବୋଥ୍ରାଙ୍କୁ ଜୟନାରାୟଣଙ୍କ ଟାର୍ଗେଟ
Arun Bothra: କ୍ରାଇମବ୍ରାଞ୍ଚର ପୂର୍ବତନ ଆଇଜି ଅରୁଣ ବୋଥ୍ରା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ନବ ଦାସ ହତ୍ୟା ତଦନ୍ତକୁ ଭୁଲ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି। ସିବିଆଇ ହସ୍ତକ୍ଷେପ ଦାବି କରିଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବିବାଦ ନୂଆ ମୋଡ଼ ନେଇଥିବାବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସିଧାସଳଖ କ୍ରାଇମବ୍ରାଞ୍ଚର ପୂର୍ବତନ ଆଇଜି ତଥା ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ … Continue reading ନବ ଦାସ ହତ୍ୟା ମାମଲାର ତଦନ୍ତକୁ ନେଇ ଆଇଜି ଅରୁଣ ବୋଥ୍ରାଙ୍କୁ ଜୟନାରାୟଣଙ୍କ ଟାର୍ଗେଟ
Copy and paste this URL into your WordPress site to embed
Copy and paste this code into your site to embed