କେନ୍ଦ୍ରାପଡ଼ା ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କଲେ ବିଜେପି ନେତା, ସାମ୍ନାକୁ ଆସିଲା ନୂଆ ମୋଡ଼ || BJP leader refutes allegations of misuse of Kendrapara video, new twist comes to the fore

କେନ୍ଦ୍ରାପଡ଼ା ବ୍ଲକ୍‌ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଉଠିଥିବା ଅଭିଯୋଗ ଏବେ ଜିଲ୍ଲାର ରାଜନୈତିକ ତଥା ପ୍ରଶାସନିକ ମହଲରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପି ନେତା ତଥା ସମର୍ଥକମାନେ ବିଡିଓଙ୍କ କାର୍ଯ୍ୟାଳୟରେ ପଶି ଦୁର୍ବ୍ୟବହାର କରିଥିବା ନେଇ ହୋଇଥିବା ଅଭିଯୋଗକୁ ସମ୍ପୃକ୍ତ ବିଜେପି ନେତା ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ନିଜ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଦର୍ଶାଇ ସେ ସିଧାସଳଖ ଚ୍ୟାଲେଞ୍ଜ … Continue reading କେନ୍ଦ୍ରାପଡ଼ା ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କଲେ ବିଜେପି ନେତା, ସାମ୍ନାକୁ ଆସିଲା ନୂଆ ମୋଡ଼ || BJP leader refutes allegations of misuse of Kendrapara video, new twist comes to the fore