ଆଞ୍ଚଳିକ ଦଳଙ୍କ କାଳ ବିଜେପି! || BJP is the biggest problem for regional parties!

ଭାରତୀୟ ରାଜନୀତିକୁ ଯଦି ଆମେ ଦେଖିବା, ଏହା ଏକ ରୋମାଞ୍ଚକର ଯାତ୍ରା ପରି। କେତେବେଳେ ଜଣଙ୍କର ସୂର୍ଯ୍ୟ ଉଦୟ ହୁଏ ତ କେତେବେଳେ କାହାର ଅସ୍ତ। ଗତ ୧୨ ବର୍ଷ ମଧ୍ୟରେ କେମିତି ଜଣକ ପରେ ଜଣେ ପ୍ରଭାବଶାଳୀ ନେତା ରାଜନୀତିର ମଇଦାନରୁ ପ୍ରାୟତଃ ହଜିବାକୁ ବସିଲେଣି? ଏବଂ କେମିତି ବିଜେପି ଏକ ଅପ୍ରତିଦ୍ୱନ୍ଦ୍ୱୀ ଶକ୍ତି ଭାବରେ ଉଭା ହୋଇଛି?  ରାଜନୀତିର ତିନିଟି କାଳଖଣ୍ଡ ଭାରତୀୟ ରାଜନୀତିକୁ ଆମେ ମୁଖ୍ୟତଃ ତିନିଟି ଭାଗରେ ବାଣ୍ଟି ପାରିବା। ୧. ପ୍ରଥମ … Continue reading ଆଞ୍ଚଳିକ ଦଳଙ୍କ କାଳ ବିଜେପି! || BJP is the biggest problem for regional parties!