BJP is promoting anti-Odia activities in O-Hab ।। ଓ-ହବରେ ଓଡ଼ିଆ ବିରୋଧି କାମ; ପ୍ରୋତ୍ସାହିତ କରୁଛି ବିଜେପି

ରାଜ୍ୟର ମୋହନ ଚରଣ ମାଝୀଙ୍କ ସରକାର ଓଡ଼ିଆ ଅସ୍ମିତା କଥା କହି କ୍ଷମତା ଆସିଛି। କିନ୍ତୁ ସରକାରର ବିଭିନ୍ନ ବିଭାଗରେ ଥିବା ଅଧିକାରୀମାନେ ଏବେ ଓଡ଼ିଆ ମାରଣ କାମରେ ଲାଗିଛନ୍ତି। ଶିଳ୍ପ ବିଭାଗ ଓ ଇଡକୋ ପରେ ଷ୍ଟାର୍ଟଅପ୍ ସଂସ୍ଥାମାନଙ୍କୁ ପ୍ରୋତ୍ସାହିତ କରିବାକୁ ଥିବା ଓ-ହବରେ ଏବେ ଓଡ଼ିଆ ମାରଣ କାମ ଜୋରରେ ଚାଲିଛି। ଓଡ଼ିଆ ମାରଣ କାମ କରୁଥିବା ସରକାରୀ ଅଧିକାରୀଙ୍କୁ ରାଜ୍ୟ ବିଜେପି ନେତାମାନେ କୋଳରେ ବସାଇ ତାକୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। … Continue reading BJP is promoting anti-Odia activities in O-Hab ।। ଓ-ହବରେ ଓଡ଼ିଆ ବିରୋଧି କାମ; ପ୍ରୋତ୍ସାହିତ କରୁଛି ବିଜେପି