କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ଓ ପୁଅ ପ୍ରିୟାଙ୍କଙ୍କ ବିରୋଧରେ କର୍ଣ୍ଣାଟକ ଜମି ଦୁର୍ନୀତି ମାମଲା ନେଇ ବର୍ଷିଲା ବିଜେପି || BJP is angry over the Karnataka land corruption case against Congress president Mallikarjun Khadge and his son Priya

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ତାଙ୍କ ପୁଅ ତଥା କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ପ୍ରିୟାଙ୍କ ଖାଡ଼ଗେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଖାଡ଼ଗେ ପରିବାର ନାଁରେ କର୍ଣ୍ଣାଟକରେ ବଡ଼ ଧରଣର ଜମି ହଡ଼ପ ବା ଜମି ଦୁର୍ନୀତି କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ଅଣାଯାଇଛି। କ୍ଷମତାର ଅପବ୍ୟବହାର କରି ସେମାନେ ବେଆଇନ ଭାବେ ଏହି ଜମି ହାତେଇଥିବା ବିଜେପି ଦାବି କରିଛି।   କ’ଣ ରହିଛି ବିଜେପିର … Continue reading କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ଓ ପୁଅ ପ୍ରିୟାଙ୍କଙ୍କ ବିରୋଧରେ କର୍ଣ୍ଣାଟକ ଜମି ଦୁର୍ନୀତି ମାମଲା ନେଇ ବର୍ଷିଲା ବିଜେପି || BJP is angry over the Karnataka land corruption case against Congress president Mallikarjun Khadge and his son Priya