BJP infected by Congress disease ।। ବିଜେପିକୁ କଂଗ୍ରେସ ରୋଗ

ରାଜ୍ୟରେ ବଡ଼ କଷ୍ଟରେ ସରକାର ଗଠନ କରିଛି ବିଜେପି। ଇତି ମଧ୍ୟରେ ପ୍ରଥମ ବିଜେପି ସରକାରକୁ ଏକ ବର୍ଷ ବି ପୂରିଛି। କିନ୍ତୁ ଯେଉଁ ରୋଗରେ ଆକ୍ରାନ୍ତ ହୋଇ ଅଢ଼େଇ ଦଶନ୍ଧି ତଳେ ନିଜର ନିପାତର ବିଷମଞ୍ଜି ବୁଣିଥିଲା କଂଗ୍ରେସ ସେହି ବିଷମଞ୍ଜିକୁ ବିହନ କରିଛି ବିଜେପି। ଅର୍ଥାତ୍‍ କଂଗ୍ରେସ ରୋଗ ସରକାରୀ ଦଳକୁ ବ୍ୟାପିଛି। ଏଠାରେ ନେତା ଆଗ ନେତା ହୋଇ ନାହାନ୍ତି। ପୁଣି ମନ୍ତ୍ରୀ କେବଳ ପଦକୁ ମାତ୍ର। ଅଫିସରଙ୍କୁ ନିୟନ୍ତ୍ରଣ କରିପାରୁ ନାହାନ୍ତି … Continue reading BJP infected by Congress disease ।। ବିଜେପିକୁ କଂଗ୍ରେସ ରୋଗ