ପାଣ୍ଡିଆନ ଦମ୍ପତ୍ତିଙ୍କ ସୁରକ୍ଷା ଦାୟିତ୍ୱରେ ବିଜେପି!

ଦିନେ ରାଜ୍ୟର ଅଘୋଷିତ ମହାରାଜା ଓ ମହାରାଣୀ ଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଓ ସୁଜାତା ରାଉତ। ଏବେ କିନ୍ତୁ ମୁହଁ ଲୁଚାଇ ବୁଲୁଛନ୍ତି। ରାଜ୍ୟ ପ୍ରଶାସନରେ ଆଉ ସେ ଦବ୍‍ଦବା ନାହିଁ। ତେଣୁ କିପରି ମୁହଞ ଳୁଚାଇ ରାଜ୍ୟ ଛାଡ଼ିବେ ସେହି ଚିନ୍ତାରେ ଅଛନ୍ତି। ଜୁନ୍‍ ମାସରେ ନିର୍ବାଚନ ଫଳାଫଳରେ ରାଜ୍ୟର ଶାସନ ଡୋରୀ ବିଜେପି ହାତକୁ ଗଲା ପରେ ସମସ୍ତେ ଭାବୁଥିଲେ ପାଣ୍ଡିଆନ ଦମ୍ପତ୍ତିଙ୍କ ଉପରେ ମୋହନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। … Continue reading ପାଣ୍ଡିଆନ ଦମ୍ପତ୍ତିଙ୍କ ସୁରକ୍ଷା ଦାୟିତ୍ୱରେ ବିଜେପି!