BJP has put INDIA Alliance at risk by announcing Radhakrishnan as Vice Presidential candidate ।। ଉପ-ରାଷ୍ଟ୍ରପତି ପଦ ପାଇଁ ରାଧାକୃଷ୍ଣନଙ୍କ ନାମ ଘୋଷଣା କରି ଇଣ୍ଡି ମେଣ୍ଟକୁ ଅଡ଼ୁଆରେ ପକାଇଲା ବିଜେପି

ବିଜେପି ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ନାମ ଘୋଷଣା କରି ବିପକ୍ଷ ଓ ସମଗ୍ର ଇଣ୍ଡିଆ ବ୍ଲକକୁ ଅଡୁଆରେ ପକାଇଛି । ପ୍ରଥମ କଥା ହେଲା, ଏନଡିଏ ପାଖରେ ସଂସଦର ଉଭୟ ଗୃହରେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟା ଅଛି। ଜିତିବା ପାଇଁ ୩୯୨ ସାଂସଦଙ୍କ ସମର୍ଥନ ଆବଶ୍ୟକ ଏବଂ ଏନଡିଏ ପାଖରେ ୪୨୭ ସାଂସଦ ଅଛନ୍ତି। ଏହା ସହିତ, ବିପକ୍ଷର ଅନେକ ଦଳ ଓ ସାଂସଦ ମଧ୍ୟ ଏହି … Continue reading BJP has put INDIA Alliance at risk by announcing Radhakrishnan as Vice Presidential candidate ।। ଉପ-ରାଷ୍ଟ୍ରପତି ପଦ ପାଇଁ ରାଧାକୃଷ୍ଣନଙ୍କ ନାମ ଘୋଷଣା କରି ଇଣ୍ଡି ମେଣ୍ଟକୁ ଅଡ଼ୁଆରେ ପକାଇଲା ବିଜେପି