BJP Govt. first year gift: diarrhea ପ୍ରଥମ ବର୍ଷର ଉପହାର: ଝାଡ଼ାବାନ୍ତି
ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରିଛି। ଏ ବର୍ଷ ଭିତରେ ରାଜ୍ୟକୁ କ’ଣ ମିଳିଛି ନ ମିଳିଛି ଯଦି ଚର୍ଚ୍ଚାହୁଏ, ତେବେ ନିକଟରେ ରାଜ୍ୟର ୮ଟି ଜିଲ୍ଲାକୁ ଆକ୍ରାନ୍ତ କରିଥିବା ହଇଜା ବା ଝାଡ଼ାବାନ୍ତି ଆଗରେ ସବୁକିଛି ମଳିନ ପଡ଼ିଯିବାଟା ନିଶ୍ଚିତ। କାରଣ ବିଗତ ୧୦ ଦିନ ହେଲା ରାଜ୍ୟରେ କଲେରା ଜୀବାଣୁ ଏତେ ଜୋରରେ ବ୍ୟାପିଛି ଯେ, ରାଜ୍ୟ ସରକାର ତାହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇପାରୁ ନାହାନ୍ତି। ଖାଲି ସେତିକି ନୁହେଁ, ସରକାରଙ୍କ … Continue reading BJP Govt. first year gift: diarrhea ପ୍ରଥମ ବର୍ଷର ଉପହାର: ଝାଡ଼ାବାନ୍ତି
Copy and paste this URL into your WordPress site to embed
Copy and paste this code into your site to embed