ବିଜେପି ସରକାରର ଅପରେସନ୍ ପୋଷ୍ଟର…
ରାଜ୍ୟରେ ବିଜେପି ସରକାରଙ୍କୁ ଏକ ବର୍ଷ ପୂରିବାକୁ ଯାଉଛି। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିବା ଆରମ୍ଭ ହେଲାଣି। ଏହା କୌଣସି ନୂଆ କଥା ନୁହେଁ, ଯିଏ ଯେତେବଳେ ସରକାରରେ ରହିଛି ତା’ର ଇଚ୍ଛା ଅନୁସାରେ ସରକାରୀ ତହବିଲର ଅର୍ଥ ଖର୍ଚ୍ଚ କରି ସେ ଏପରି ବ୍ୟବସ୍ଥା ଆପଣାଇଛି। କିଛିଦିନ ଲୋକଙ୍କ ନଜରରେ ରହିବା ଲାଗି ଏହା ଏକ ପ୍ରଭାବଶାଳୀ ଉଦ୍ୟମଭାବେ ଗ୍ରହଣ କରାଯାଉଛି। ଏହିକ୍ରମରେ ବିଜେପି ସରକାର ଏବଂ ବିଜେପି ପ୍ରାୟୋଜିତ ସଂଗଠନର ହୋର୍ଡିଂ … Continue reading ବିଜେପି ସରକାରର ଅପରେସନ୍ ପୋଷ୍ଟର…
Copy and paste this URL into your WordPress site to embed
Copy and paste this code into your site to embed