ବିଜେପି ସରକାରର ପ୍ରଥମ ପ୍ରକଳ୍ପ ଭୁଶୁଡ଼ି ମାଟିରେ ମିଶିଲା
ଓଡ଼ିଆ ଅସ୍ମିତା ଓ ସଂସ୍କୃତି ସୁରକ୍ଷାର ଦ୍ୱାହି ଦେଇ କ୍ଷମତା ଆସିବା ପରେ ବିଜେପି ସରକାରଦ୍ୱାରା ନିର୍ମିତ ପ୍ରଥମ ପ୍ରକଳ୍ପ ଭୁଶୁଡ଼ି ଏବେ ମାଟିରେ ମିଶିଯାଇଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଜାନୁଆରୀ ସାତ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟ ସଂଗ୍ରହାଳୟରେ ୯ଟି ନୂତନ ଗ୍ୟାଲେରିକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ। ଏଥିରେ ରାଜକୀୟ ଗ୍ୟାଲେରୀ, ପ୍ରାକ୍-ଐତିହାସିକ ଗ୍ୟାଲେରୀ, ରୟାଲ ଆଣ୍ଡ ଆଇଭରି ଗ୍ୟାଲେରୀ, … Continue reading ବିଜେପି ସରକାରର ପ୍ରଥମ ପ୍ରକଳ୍ପ ଭୁଶୁଡ଼ି ମାଟିରେ ମିଶିଲା
Copy and paste this URL into your WordPress site to embed
Copy and paste this code into your site to embed