BJP government? ।। ବିଜେପି ସରକାର କଦଳୀ ଗଛ?

୨୦୨୪ରେ ଓଡ଼ିଶାର ରାଜନୀତି ଯେପରି ଅପ୍ରତ୍ୟାଶିତ ଭାବରେ ପଲଟିଗଲା ତାହା ଦେଶର ରାଜନୀତିକ ଦର୍ପଣରେ ଏକ ଅବିସ୍ମରଣୀୟ ଘଟଣା। ୨୫ ବର୍ଷ କ୍ଷମତା ବାହାରେ ରହିଥିବା ଏକ ଦଳ, ହଠାତ୍ କରି ଶାସନ ଗାଦିର ମାଲିକାନା ହାସଲ କଲା କିନ୍ତୁ ମାତ୍ର ୧୮ ମାସରେ ସେହି ଶାସନକୁ ନେଇ ଜନମତ ବଦଳିବା ଆରମ୍ଭ କରିଛି। ଏହି ୧୮ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ଘଟଣାକୁ ବିଶ୍ଳେଷଣ କରିବା ପରେ ରାଜନୀତିକ ପର୍ବେକ୍ଷକମାନେ ଅଟଳ ସ୍ୱରରେ କହୁଛନ୍ତି- ବିଜେପି … Continue reading BJP government? ।। ବିଜେପି ସରକାର କଦଳୀ ଗଛ?