ବିଜେପି ନ ଦିଏ ଧରା…

ନବେ ଦଶକର ଓଡ଼ିଆ ସିନେମା ‘ପରଦେଶୀ ଚଢ଼େଇ’ର ସେଇ ଗୀତଟି ଆଜି କାହିଁକି ମନେପଡ଼ୁଛି। ବିଦେଶୀ ଭାଉଜଙ୍କୁ ଭାଷା ଶିଖାଉଥିବା ନଣନ୍ଦର ଗୀତ ଓ ଗୀତର ଛନ୍ଦ ଏବେକାର ରାଜନୀତିକ ପରିବେଶକୁ ବେଶ୍‍ ଖାପ୍‍ ଖୁଆଉଥିବା ପରି ମନେହୁଏ। ଓଡ଼ିଆ କ୍ଲାସିକ୍‍ ସିନେମାରେ ଯଦି ଆପଣ ରୁଚି ରଖୁଥାଆନ୍ତି ତେବେ ମୁଁ କହୁଥିବା ଗୀତଟି ବାବଦରେ ଆପଣ ଠଉରେଇ ପାରୁଥିବେ। ଗୀତଟି ଏମିତି ଥିଲା-  ‘ହରିଣ ନ ଦିଏ ଧରା.. ଦଉଡ଼ ନା ବଡ଼ ଖରା..’ ଶିଖିବାକୁ … Continue reading ବିଜେପି ନ ଦିଏ ଧରା…