ବଙ୍ଗଳାରେ ବିଜେପିର ୧୦୦ ଆସନ ପାର,କିନ୍ତୁ ମମତାଙ୍କ ଟି.ଏମ.ସି. ଗାଢ଼ିପାରେ ସରକାର ! BJP crosses 100 seats in Bengal

ପଶ୍ଚିମବଙ୍ଗରେ କିଏ ସରକାର ଗଠନ କରିବ ? ନିର୍ବାଚନ କମିଶନଙ୍କ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ପରେ , ଆଇ.ଏ.ଏନ.ଏସ. ମାଟ୍ରିଜ ଏକ ମତାମତ ସର୍ଭେ ପ୍ରକାଶ କରିଛି। ଏହି ମତାମତ ବିଜେପିର ଆସନ ସଂଖ୍ୟାରେ ବୃଦ୍ଧି ପାଇବାର ଆକଳନ କରୁଛି | ତଥାପି ଏହା ଦେଖାଯାଉଛି ଯେ ଟି.ଏମ.ସି. , ସରକାର ଗଠନ କରିବାକୁ ପ୍ରସ୍ତୁତ । ତେବେ ଘୋଷଣା ଅନୁଯାୟୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗରେ ବାମ ମୋର୍ଚ୍ଚା … Continue reading ବଙ୍ଗଳାରେ ବିଜେପିର ୧୦୦ ଆସନ ପାର,କିନ୍ତୁ ମମତାଙ୍କ ଟି.ଏମ.ସି. ଗାଢ଼ିପାରେ ସରକାର ! BJP crosses 100 seats in Bengal