ଦେଶ ଶୋକ ପାଳନ କରୁଥିବାବେଳେ ନୂଆ ବର୍ଷ ପାଳିବାକୁ ବିଦେଶରେ ରାହୁଲ ଗାନ୍ଧି

Rahul Gandhi Vietnam Visit: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ସମଗ୍ର ଦେଶ ଶୋକପ୍ରକାଶ କରୁଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନୂଆବର୍ଷ ପାଳନ ପାଇଁ ଭିଏତନାମ ଯାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି। ତାଙ୍କ ସ୍ମାରକୀକୁ ନେଇ ରାଜନୈତିକ ହଙ୍ଗାମା ଜାରି ରହିଛି। ସେପଟେ ରାହୁଲ ଗାନ୍ଧି ବିଦେଶ ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି କହିଛି ଯେ ରାହୁଲ ଗାନ୍ଧି … Continue reading ଦେଶ ଶୋକ ପାଳନ କରୁଥିବାବେଳେ ନୂଆ ବର୍ଷ ପାଳିବାକୁ ବିଦେଶରେ ରାହୁଲ ଗାନ୍ଧି