ବିଜେଡିର ବିଧବା ବିଳାପ? || BJD’s widow laments?

ରାଜନୀତି ମଞ୍ଚରେ ପୁଣି ଗରମ ହେଉଛି ଓଡିଶାର ପରିସ୍ଥିତି। ପଶ୍ଚିମବଙ୍ଗରେ ଯେପରି ଭୋଟର ଲିଷ୍ଟ ନେଇ ରାଜନୈତିକ ତର୍କ ବଢ଼ିଥିଲା, ସେହି ପରି ଏବେ ଓଡିଶାରେ ମଧ୍ୟ SIR (Special Intensive Revision) ପ୍ରକ୍ରିୟାକୁ ନେଇ ବିବାଦ ତିବ୍ର ହୋଇଯାଇଛି। ଏବଂ ଏହି ବିବାଦର କେନ୍ଦ୍ରବିନ୍ଦୁରେ ଆସିପଡ଼ିଛି ବିଜେଡି ଓ ତାଙ୍କର ନେତୃତ୍ୱ। ଭୋଟର ଲିଷ୍ଟରୁ ପ୍ରାୟ ୯ ଲକ୍ଷ ୮୦ ହଜାର ନାମ କଟାଯାଇଥିବା ଖବର ସାମ୍ନାକୁ ଆସିବା ସହିତ ବିଜେଡି ଶିବିରରେ ଚିନ୍ତାର ଲହରୀ … Continue reading ବିଜେଡିର ବିଧବା ବିଳାପ? || BJD’s widow laments?