ରାଜନୀତିରେ କି ମହୁ ଅଛି: ଏବେ ବି ବିଜେଡିର ସୁପରବସ ପାଣ୍ଡିଆନ

VK Pandian: ସନ୍ନ୍ୟାସ ନାଟକର ପର୍ଦ୍ଦାଫାସ କଲେ ମନ୍ମଥ ରାଉତରାୟ ପାନ ଗୁଆ ଖଇର ଗୁଆକାତି… ଆହା କି ସୁନ୍ଦର ରାଜନୀତି… ଏହାଥିଲା ପ୍ରଶାନ୍ତ ନନ୍ଦଙ୍କ ଏକ ସିନେମାର ଗୀତ। ସେତେବେଳେ ଏହି ଗୀତ ବହୁତ ଲୋକପ୍ରିୟ ହୋଇଥିଲା। ଯିଏ ରାଜନୀତିରେ ଥରେ ପାଦ ଦେଇଛି ସେ ଜାଣିଛି ଏଥିରେ କଣ ମହୁ ଅଛି। ଯାହାର ପାଟିରେ ଥରେ ଏହି ମିଠା ଲାଗିଛି ସେ ତାକୁ ଜୀବନସାରା ଭୁଲି ପାରିବ ନାହିଁ। ସଦ୍ୟତମ ଘଟଣାକୁ ଦେଖିଲେ ଏହା … Continue reading ରାଜନୀତିରେ କି ମହୁ ଅଛି: ଏବେ ବି ବିଜେଡିର ସୁପରବସ ପାଣ୍ଡିଆନ