ନବୀନଙ୍କୁ ଘାରିଲାଣି ବିଜେଡି ବିଭାଜନ ଭୟ
BJD Slipt: ବିଗତ କିଛିଦିନ ହେଲା ବିଭିନ୍ନ କାରଣରୁ ବିଜେଡି ବିଭାଜନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚାରେ ବିଜେଡି ସଭାପତି ଛାନିଆ ହୋଇଥିବାର ପ୍ରମାଣ ଆଜି ସର୍ବସମ୍ମୁଖେର ଦେଇଛନ୍ତି। କାହିଁକି ନବୀନ ଏମିତି କହିଲେ? ବିଜେପିକୁ ଯାଉଛି କିଏ? ପୁଣି ସନାଙ୍କ ନାଁ କାହିଁକି ଉଠିଲା? କ୍ଷମତାରୁ ଯିବା ପରେ ବିଜେଡି ବିଭାଜନ ନେଇ ଏମିତି ଅନେକ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କାରଣ ଦଳରେ ଭୟ, ଅସନ୍ତୋଷ ଏବଂ … Continue reading ନବୀନଙ୍କୁ ଘାରିଲାଣି ବିଜେଡି ବିଭାଜନ ଭୟ
Copy and paste this URL into your WordPress site to embed
Copy and paste this code into your site to embed