ବିଜେଡିର ଦୋମୁହାଁ ନୀତି! କୋର୍ଟ ଯିବାକୁ କାହିଁକି ଭୟ? || BJD’s double standards! Why the fear of going to court?

“ରାଜ୍ୟ ଆମର, ଖଣି ଆମର, ଖଣିଜ ସମ୍ପଦ ଆମର, ଜମି ଆମର, ମାଲିକାନା ବି ଆମର… ତେବେ ଆମେ କେନ୍ଦ୍ରର ହାତଟେକା ଦାନକୁ କାହିଁକି ଅପେକ୍ଷା କରିବୁ?” ଏ କଥା ଆମେ କହୁନୁ, ଏହା ହେଉଛି ରାଜ୍ୟର ପୂର୍ବତନ ଶାସକ ଦଳ ତଥା ବର୍ତ୍ତମାନର ମୁଖ୍ୟ ବିରୋଧୀ ଦଳ ବିଜେଡିର ତାଜା ଗର୍ଜନ। ଏହି ଗର୍ଜନ ସାଙ୍ଗକୁ ଆସିଛି ଆଉ ଏକ ବଡ଼ ଚେତାବନୀ— ‘ଅର୍ଥନୈତିକ ଅବରୋଧ’! ଗତ ପ୍ରାୟ ଏକ ମାସ ଧରି ଓଡ଼ିଶା ରାଜନୀତିରେ … Continue reading ବିଜେଡିର ଦୋମୁହାଁ ନୀତି! କୋର୍ଟ ଯିବାକୁ କାହିଁକି ଭୟ? || BJD’s double standards! Why the fear of going to court?