ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବ ବିଜେଡି
Delimitation: ଡିଏମକେ ସାଂସଦ ଦୟାନିଧି ମାରନ ମଙ୍ଗଳବାର ଭୁବନେଶ୍ୱରରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଜେଡି ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର ଆଲୋଚନା ବହଠକରା ଯୋଗ ଦେବ ବୋଲି ଘୋଷଣା କରାଯାଇଛି। ସୀମା ନିର୍ଦ୍ଧାରଣ ଓ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ବିଜୁ ଜନତା ଦଳ (ବିଜେଡି) ଅଂଶଗ୍ରହଣ କରିବା ନିଶ୍ଚିତ କରିଛି। ଡିଏମକେ ସାଂସଦ ଦୟାନିଧି ମାରନ … Continue reading ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବ ବିଜେଡି
Copy and paste this URL into your WordPress site to embed
Copy and paste this code into your site to embed