BJD to Abstain from Voting In Vice President Polls II ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇଲା ବିଜେଡି

ଆସନ୍ତାକାଲି ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବ ନାହିଁ। କାରଣ ଦଳ ଭିତରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ ଥମି ପାରୁ ନାହିଁ। ତେଣୁ ଏପରି ଏକ ନିଷ୍ପତ୍ତି ଦଳ ପକ୍ଷରୁ ନିଆଯାଇଥିବା ସୂଚନା ମିଳିଛି। ତେବେ ବିଜେଡିର ଏହି ନିଷ୍ପତ୍ତି ପରୋକ୍ଷରେ ବିଜେପିକୁ ସହାୟକ ହେବାର ସମ୍ଭାବନା ରହିଛି। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ, ବିଜୁ ଜନତା ଦଳ (ବିଜେଡି) ସୋମବାର ଦିନ ଉପରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ ଦେବାରୁ ଦୂରେଇ ରହିବାର ନିଷ୍ପତ୍ତି … Continue reading BJD to Abstain from Voting In Vice President Polls II ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇଲା ବିଜେଡି