BJD splits in West Odisha over Sujata II ସୁଜାତାଙ୍କୁ ନେଇ ପଶ୍ଚିମ ଓଡ଼ିଶାରେ ବିଜେଡି ଦୁଇଫାଳ

ବିଜୁ ଜନତା ଦଳକୁ ସଙ୍କଟ ପିଛା ଛାଡ଼ୁ ନାହିଁ। ସମାଧାନ ତ ହେଉ ନାହିଁ କିନ୍ତୁ ଗୋଟିଏ ସଙ୍କଟକୁ ଚାପିବାକୁ ଯେଉଁ ଉଦ୍ୟମ ଛାମୁ କରୁଛନ୍ତି ସେଥିରେ ଅନେକ ସଙ୍କଟ ଜନ୍ମ ହେଉଛି। ଏମିତି ଆଉ ଏକ ସଙ୍କଟ ନୂଆପଡ଼ାରେ ଦେଖା ଦେଇଛି। ତାହା ପୁଣି ଛାମୁଙ୍କ ମୁଖ୍ୟ ସହଯୋଗୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ ଓ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେଇ। ପରିସ୍ଥିତି ଏମିତି ଉତ୍କଟ ହେଲାଣି ଯେ ବିଜେଡି ଶିବିରରେ ପୁଣିଥରେ ଗୋଷ୍ଠୀବିବାଦର … Continue reading BJD splits in West Odisha over Sujata II ସୁଜାତାଙ୍କୁ ନେଇ ପଶ୍ଚିମ ଓଡ଼ିଶାରେ ବିଜେଡି ଦୁଇଫାଳ