ନବକଳେବର ହେବ ବିଜେଡ଼ି; ନବୀନଙ୍କୁ ଭେଟିବେ ବରିଷ୍ଠ ନେତା

BJD: ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ପୂର୍ବରୁ ଏହି ବୈଠକ ବସିବାର ସମ୍ଭାବନା ରହିଛି। ବିଜେଡିର ସାଂଗଠନିକ ନିର୍ବାଚନ ପୂର୍ବରୁ ଦଳର ହ୍ରାସ ପାଉଥିବା ସମର୍ଥକ ଭିତ୍ତିଭୂମିକୁ ରୋକିବା ପାଇଁ ସଂଗଠନରେ ଢାଞ୍ଚାଗତ ପରିବର୍ତ୍ତନ ନେଇ ଆସନ୍ତା ସପ୍ତାହ ମଧ୍ୟରେ ବରିଷ୍ଠ ନେତାମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ପୂର୍ବରୁ ଏହି ବୈଠକ ବସିବାର ସମ୍ଭାବନା … Continue reading ନବକଳେବର ହେବ ବିଜେଡ଼ି; ନବୀନଙ୍କୁ ଭେଟିବେ ବରିଷ୍ଠ ନେତା