କଟ୍ଟର ମୁସଲମାନ ନେତା ଓୱେସୀଙ୍କଠାରୁ ଶିଖୁ ବିଜେଡି

ପହଲଗାମ୍‍ ଗଣହତ୍ୟାକୁ ନେଇ ସାରାଦେଶ ଏକ ହୋଇଛି। କଟ୍ଟର ମୁସଲିମ ନେତା ବୋଲି ପରିଚୟ ରକ୍ଷା କରୁଥିବା ଅସାଦୁଦ୍ଦିନ ଓୱେସୀ ମଧ୍ୟ ପାକିସ୍ତାନ ବିରୁଦ୍ଧରେ ଦେଶକୁ ସମର୍ଥନ କରିଛନ୍ତି। ଏ ଦେଶ କୌଣସି ଧର୍ମ ବା ବ୍ୟକ୍ତିର ନୁହେଁ ଏ ଦେଶ ୧୪୦ କୋଟି ଭାରତୀୟଙ୍କର। ଏ ଭାବନାରେ ସାରାଦେଶ ଆଜି ସରକାରଙ୍କ ପ୍ରତିଟି କାର୍ଯ୍ୟାନୁଷ୍ଠାନ ପଛରେ ଠିଆ ହୋଇଥିବା ଘୋଷଣା କରିଛନ୍ତି। ଠିକ୍‍ ଏତିକିବେଳେ କିଛି ରାଜନେତା ନିଜର ରାଜନୀତିକ ଫାଇଦା ଲାଗି ସଜ ମାଛରେ … Continue reading କଟ୍ଟର ମୁସଲମାନ ନେତା ଓୱେସୀଙ୍କଠାରୁ ଶିଖୁ ବିଜେଡି