BJD leadership lacks connect with grassroots: MLA Badri Patra ।। ବିଜେଡି ନେତୃତ୍ୱଙ୍କ ତୃଣମୂଳ ସ୍ତର ସହିତ ସମ୍ପର୍କର ରହୁନି: ବଦ୍ରି ନାରାୟଣ ପାତ୍ର

ପୁଣି ବିଜେଡି ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲାଣି, ଦଳ ବିରୋଧରେ ମୁହଁ ଖୋଲିଲେ ପୁରୁଖା ନେତା ତଥା ବିଧାୟକ । ଘସିପୁରାର ବିଧାୟକ ବଦ୍ରି ନାରାୟଣ ପାତ୍ର ନିଜ ଦଳର ଆଭ୍ୟନ୍ତରୀଣ କାର୍ଯ୍ୟକାରିତା ବିଷୟରେ ବିସ୍ଫୋରକ ମନ୍ତବ୍ୟ ଦେଇ ରାଜନୈତିକ ଝଡ଼ ସୃଷ୍ଟି କରିଛନ୍ତି। ପାତ୍ର ଅଭିଯୋଗ କରିଛନ୍ତି ଯେ ଦଳୀୟ ଦାୟିତ୍ୱରେ ଥିବା କିଛି ବ୍ୟକ୍ତି ସେମାନଙ୍କ ସୀମା ଅତିକ୍ରମ କରୁଛନ୍ତି, ଯାହା ଫଳରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ବୃଦ୍ଧି ପାଉଛି ଏବଂ ବିଜେଡି ସଂଗଠନ ଭିତରେ … Continue reading BJD leadership lacks connect with grassroots: MLA Badri Patra ।। ବିଜେଡି ନେତୃତ୍ୱଙ୍କ ତୃଣମୂଳ ସ୍ତର ସହିତ ସମ୍ପର୍କର ରହୁନି: ବଦ୍ରି ନାରାୟଣ ପାତ୍ର