BJD internal voting ‘undemocratic, lacks transparency’ ! ।। ବିଜେଡି ଆଭ୍ୟନ୍ତରୀଣ ଭୋଟିଂ ‘ଅଗଣତାନ୍ତ୍ରିକ-ଅସ୍ୱଚ୍ଛ’ !

ଦଳରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ, ଶ୍ରୀମୟୀ ମିଶ୍ର ପୁଣି ଥରେ ବିଜୁ ଜନତା ଦଳ (ବିଜେଡି) ଉପରେ ବିଷ ଓଗାଳିଛନ୍ତି। ବୁଧବାର ଦିନ, ସେ ବିଜେଡିର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ପ୍ରଶ୍ନ ଉଠାଇ ଦଳର ସଭାପତି ସମେତ ପଦାଧିକାରୀମାନେ କିପରି ନିର୍ବାଚିତ ହୁଅନ୍ତି ତାହାକୁ ଟାର୍ଗେଟ କରିଥିଲେ । କିଛି ଦିନହେବ ବିଜେଡିକୁ ନିଆଁ ଧୂଆଁ କରି ଘାଇଲା କରୁଥିବା ଶ୍ରୀମୟୀ ମିଶ୍ର, ସାଧାରଣ ନିର୍ବାଚନରେ ​​ବ୍ୟବହୃତ ଏପିକ୍ ନମ୍ବର ପରି ସଦସ୍ୟମାନଙ୍କ … Continue reading BJD internal voting ‘undemocratic, lacks transparency’ ! ।। ବିଜେଡି ଆଭ୍ୟନ୍ତରୀଣ ଭୋଟିଂ ‘ଅଗଣତାନ୍ତ୍ରିକ-ଅସ୍ୱଚ୍ଛ’ !