ବେଶ୍ ଗତ କିଛିଦିନ ହେଲା ଉତ୍କଳ ସଙ୍ଗୀତ ଗାନ୍କୁ ପଶ୍ଚିମ ଓଡ଼ିଶାରେ ବିରୋଧ କରାଯାଉଛି। ଏହା ଓଡ଼ିଶାର ଜାତୀୟ ସଙ୍ଗୀତ ନୁହେଁ ବରଂ ଏହା ଉପକୂଳ ଓଡ଼ିଶାର ସଙ୍ଗୀତ ବୋଲି କୋଶଳ ରାଜ୍ୟ ଗଠନ ଦାବି କରୁଥିବା ନେତାମାନେ କହୁଛନ୍ତି। କୋଶଳ ନେତାଙ୍କ କଥାକୁ ଆଦୌ ଗୁରୁତ୍ୱ ମିଳୁନଥିଲା। କିନ୍ତୁ ଯେତେବେଳେ ବିଜେପି ନେତା ଜୟନାରାୟଣ ମିଶ୍ର ଏହାକୁ ବିରୋଧ କଲେ ସେବେଠାରୁ ଏହା ଚର୍ଚ୍ଚାରେ ରହିଛି। ମାର୍ଚ୍ଚ ୮ ତାରିଖରେ ଗୋଟିଏ ସରକାରୀ କାର୍ଯ୍ୟକ୍ରମରେ ବିଜେପି … Continue reading ଜୟନାରାୟଣଙ୍କ ସମର୍ଥନରେ ବିଜେଡି
Copy and paste this URL into your WordPress site to embed
Copy and paste this code into your site to embed