BJD heir: Bobby-Sujata face to face II ବିଜେଡି ଉତ୍ତରାଧିକାରୀ : ବବି-ସୁଜାତା ମୁହଁମୁହିଁ

ପୁଣି ଓଡ଼ିଶା ରାଜନୀତିରେ ପାଣ୍ଡିଆନ୍‍ଙ୍କୁ ନେଇ ଚର୍ଚ୍ଚା। ଏଥର ଜଣେ ନୁହେଁ ଦୁଇଜଣ ପାଣ୍ଡିଆନ୍‍ ବିଜେଡିକୁ ନିୟନ୍ତ୍ରଣ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଅବଶ୍ୟ ଏ ଦୁହେଁ ପତିପତ୍ନୀ କିନ୍ତୁ ଏମାନଙ୍କୁ ନେଇ ଯେଉଁ ସଙ୍କଟ ସୃଷ୍ଟି ହୋଇଛି ସେଥିରେ ଭାଗ ବାଣ୍ଟି ହୋଇଯାଇଛି ବିଜେଡି ସଂଗଠନ। ଏପରିକି ପାଣ୍ଡିଆନ୍‍ ଯାହାଙ୍କୁ ଦଳକୁ ଆଣି ନେତା ଓ ପରେ ବିଜେଡିର ସଂଗଠନ ସମ୍ପାଦକ କରି ତାଙ୍କ ପାଇଁ ସମ୍ମାନ ସୃଷ୍ଟି କରିଥିଲେ ସେ ବି ତାଙ୍କ ବିରୋଧରେ … Continue reading BJD heir: Bobby-Sujata face to face II ବିଜେଡି ଉତ୍ତରାଧିକାରୀ : ବବି-ସୁଜାତା ମୁହଁମୁହିଁ