ରାଜ୍ୟ ଜିଡିପର ସର୍ବାଧିକ ୪.୪ ପ୍ରତିଶତ ମାଗଣା ଯୋଜନାରେ ବିଜେଡି ଖର୍ଚ୍ଚ କରିଛି

ମାଗଣା ଯୋଜନା ଧାରାକୁ ନେଇ ସୁପ୍ରିମକୋର୍ଟ ଚିନ୍ତିତ ହୋଇ ବୁଧବାର ସମସ୍ତ ରାଜନୈତିକ ଦଳକୁ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ ଏଭଳି ଯୋଜନା ଆମେ ପରଜୀବୀ ଶ୍ରେଣୀ ସୃଷ୍ଟି କରୁଛୁ। ଦୁର୍ଭାଗ୍ୟବଶତଃ, ଏହି ମାଗଣା ସାମଗ୍ରୀ ଯୋଗୁଁ ଲୋକମାନେ କାମ କରିବାକୁ ରାଜି ନୁହଁନ୍ତି। ଏହି ପ୍ରରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ୨୦୨୪ ମଇ ମାସ ସୁଦ୍ଧା ସର୍ବ ଭାରତୀୟ ସ୍ତରରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ରାଜ୍ୟ ଜିଡିପିର ସର୍ବାଧିକ ୪.୪ ପ୍ରତିଶତ … Continue reading ରାଜ୍ୟ ଜିଡିପର ସର୍ବାଧିକ ୪.୪ ପ୍ରତିଶତ ମାଗଣା ଯୋଜନାରେ ବିଜେଡି ଖର୍ଚ୍ଚ କରିଛି