ଭୈରବଙ୍କ ପାଇଁ ଫସିଗଲା ବିଜେଡି! || BJD falls for Bhairav!

ସାଧାରଣତଃ ରାଜନୀତିରେ କୌଣସି ଫାଇଲ୍ ଗାଏବ୍ ହେବା କେବଳ ଏକ ସାଧାରଣ ପ୍ରଶାସନିକ ତ୍ରୁଟି ନୁହେଁ। ଏହା ପଛରେ ଥାଏ ଅନେକ ଗୁପ୍ତ ରହସ୍ୟ, ବଡ଼ ବଡ଼ ଚେହେରାଙ୍କୁ ବଞ୍ଚାଇବାର ଚକ୍ରାନ୍ତ ଏବଂ କ୍ଷମତାର ଅପବ୍ୟବହାର! ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିବା କିମ୍ବା ଚୋରି ହେବା ନେଇ ଥାନାରେ ଏଫ୍‌ଆଇଆର୍ ଦାୟର ହୋଇଥିଲା। ପୁଲିସ୍‌ ତଦନ୍ତ କଲା, ପୂର୍ବତନ ଆଇଏଏସ୍‌ ତଥା ପୂର୍ବତନ ନବୀନ ସରକାରଙ୍କ ପ୍ରଭାବଶାଳୀ … Continue reading ଭୈରବଙ୍କ ପାଇଁ ଫସିଗଲା ବିଜେଡି! || BJD falls for Bhairav!